ସୀମା ଉପରେ ସତର୍କ ଦୃଷ୍ଟି ପାଇଁ ଭାରତ ଛାଡ଼ିବ ଶକ୍ତିଶାଳୀ ସାମରିକ ଉପଗ୍ରହ

ନୂଆଦିଲ୍ଲୀ : ଭାରତର ସୀମା ଉପରେ ସତର୍କ ଦୃଷ୍ଟି ରଖିବ ନୂଆ ଅତ୍ୟାଧୁନିକ ସାମରିକ ଉପଗ୍ରହ। ଏଥିପାଇଁ ଗୋଟିଏ ନୁହେଁ ଏକାଧିକ ଉଚ୍ଚ କ୍ଷମତା ସଂପନ୍ନ ସାମରିକ ଉପଗ୍ରହ ଛାଡ଼ିବାକୁ ଭାରତ ସରକାର ଯୋଜନା କରୁଛନ୍ତି। ଏସବୁ ଉପଗ୍ରହ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ଛଡ଼ାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର ଓ ଇସ୍ରୋ। ଏସବୁ ଉପଗ୍ରହ କେବଳ ଭାରତୀୟ ସାମରିକ ବାହିନୀର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ … Continue reading ସୀମା ଉପରେ ସତର୍କ ଦୃଷ୍ଟି ପାଇଁ ଭାରତ ଛାଡ଼ିବ ଶକ୍ତିଶାଳୀ ସାମରିକ ଉପଗ୍ରହ